ଅଗ୍ରପଶ୍ଚାତ୍ Agrapaṡchāt
- ସଂ. କ୍ରି. ବିଣ. (ବିପରୀତାର୍ଥକ ସହଚର; ଅଗ୍ର+ପଶ୍ଚାତ୍) — ଆଗପଛ, ସବୁଆଡୁ — From all sides; before and behind
- ସଂ. କ୍ରି. ବିଣ. (ବିପରୀତାର୍ଥକ ସହଚର; ଅଗ୍ର+ପଶ୍ଚାତ୍) — ପୂର୍ବାପର — Preceding and following
- ସଂ. କ୍ରି. ବିଣ. (ବିପରୀତାର୍ଥକ ସହଚର; ଅଗ୍ର+ପଶ୍ଚାତ୍) — ଭୂତ ଭବିଷ୍ୟତ — In the past and future
- ସଂ. କ୍ରି. ବିଣ. (ବିପରୀତାର୍ଥକ ସହଚର; ଅଗ୍ର+ପଶ୍ଚାତ୍) — ଚାରିଆଡ଼େ — On all sides
- ସଂ. କ୍ରି. ବିଣ. (ବିପରୀତାର୍ଥକ ସହଚର; ଅଗ୍ର+ପଶ୍ଚାତ୍) — ଶୀଘ୍ର ବା ବିଳମ୍ବରେ — Early or late
- ସଂ. କ୍ରି. ବିଣ. (ବିପରୀତାର୍ଥକ ସହଚର; ଅଗ୍ର+ପଶ୍ଚାତ୍) — ଆଗକୁ ବା ପଛକୁ — Forward and backward
- ସଂ. କ୍ରି. ବିଣ. (ବିପରୀତାର୍ଥକ ସହଚର; ଅଗ୍ର+ପଶ୍ଚାତ୍) — [ଦ୍ର—ଏ ଶବ୍ଦ ବିଚାର କରିବା, ଭାବିବା, ଚିନ୍ତା କରିବା, ବିବେଚନା କରିବା ଆଦି କ୍ରିୟା ପୂର୍ବରେ ଲାଗେ।]
- ଦେ. ବିଣ — ଆଗର ଓ ପଛର — Past and future
- ଦେ. ବିଣ — ସମ୍ମୁଖର ଓ ପଛଆଡ଼ର — Of the front and of the back