ଅଗ୍ରନ୍ଥ Agrantha
- ଦେ. ବି. (ସଂ. ଅ+ଗ୍ରନ୍ଥ) — ଶାସ୍ତ୍ରବିରୁଦ୍ଧ; ଅଶାସ୍ତ୍ରୀୟ — Contrary to the precepts of the scriptures
- ଦେ. ବି. (ସଂ. ଅ+ଗ୍ରନ୍ଥ) — ଅସଜିଆ; ଅଖଞ୍ଜିଆ — Awkward; queer
- ଦେ. ବି. (ସଂ. ଅ+ଗ୍ରନ୍ଥ) — ଅନୈତିକ — Immoral
- ଦେ. ବି. (ସଂ. ଅ+ଗ୍ରନ୍ଥ) — ଲୋକାଚାରବିରୁଦ୍ଧ — Against common usage
- ଦେ. ବି. (ସଂ. ଅ+ଗ୍ରନ୍ଥ) — ଅବୋଧ୍ୟ — Incomprehensible