ସୁସାର Susāra
- ସଂ. ବିଣ (ବହୁବ୍ରୀହି; ସୁ+ସାର) — ଶ୍ରେଷ୍ଠ — Excellent
- ସଂ. ବିଣ (ବହୁବ୍ରୀହି; ସୁ+ସାର) — ସର୍ବୋତ୍କୃଷ୍ଟ — Superior to all
- ସଂ. ବିଣ (ବହୁବ୍ରୀହି; ସୁ+ସାର) — ଅତ୍ୟନ୍ତ ସାରବିଶିଷ୍ଟ — Substantial; having good essence or sap
- ସଂ. ବିଣ (ବହୁବ୍ରୀହି; ସୁ+ସାର) — ସୁଦୃଢ଼ — Very strong
- ବି — ଉତ୍ତମ ସାର — Good essence, sap or substance
- ବି — ପାରଗତା — Competence (M.W.)
- ବି — (ବହୁବ୍ରୀହି; ସୁ+ ସାର ଯାହାର) ରକ୍ତଖଦିର (ରାଜନିର୍ଘଣ୍ଟ) — Red catechu
- ବି — ଇନ୍ଦ୍ରନୀଳମଣି (ହି. ଶ) — Sapphire
- ଦେ. ବିଣ — ପ୍ରତୁଳ; ଯଥେଷ୍ଟ — Enough; sufficient
- ଦେ. ବିଣ — ଅତ୍ୟନ୍ତ ଆଦରଯୁକ୍ତ — Very fond
- ଦେ. ବିଣ — ଉତ୍ତମ — Good
- ଦେ. ବିଣ — ସହଜ — Easy