ସୁସହ Susaha

  • ସଂ. ବିଣ (ସୁ+ସହ୍ ଧାତୁ+କର୍ମ. ଅ) — ଅନାୟାସରେ ସହନୀୟ; ସୁଖସହ୍ୟ — Easily bearable
  • ସଂ. ବି — ଶିବଙ୍କର ଏକ ନାମ (ହି. ଶ) — A name of Ṡiba