ସୁସାରରେ Susārare
- ଦେ. କ୍ରି. ବିଣ — ଉତ୍ତମରୂପେ — Goodly; well
- ଦେ. କ୍ରି. ବିଣ — ନିର୍ଦୋଷ ରୂପେ — Faultlessly
- ଦେ. କ୍ରି. ବିଣ — ଅତ୍ୟନ୍ତ ଆଦର ସହକାରେ — With great fondness
- ଦେ. କ୍ରି. ବିଣ — [ଉ—ଯତ୍ନେ ସମ୍ପାଦିବା ଚିନ୍ତା- ମଣି ଅବା ମୋ କରେ ଦେଲୁ ସୁସାରରେ। କବିସୂର୍ଯ୍ୟ, କିଶୋରୀ ଚମ୍ପୂ, ଯ ଗୀତ।]
- ଦେ. କ୍ରି. ବିଣ — ବିନା ଆପତ୍ତିରେ — Without any objection
- ଦେ. କ୍ରି. ବିଣ — [ଉ—ରାଜା ଅଷ୍ଟଦୁର୍ଗର ଏ ଭାଷାରେ, ରଚେ ଏବେ ବିଜେ ହେଉ ସୁସାରେ। କବିସୂର୍ଯ୍ୟ, କିଶୋରୀଚମ୍ପୂ, ର ଗୀତ।]