ସୁସିକତା Susikstā

  • ସଂ. ବି.—(ସୁ+ସିକତା) ଉତ୍ତମ ବାଲୁକା — Good sand
  • ସଂ. ବି.—(ସୁ+ସିକତା) ଶର୍କରା (ରାଜନିର୍ଘଣ୍ଟ) — Molasses
  • ସଂ. ବି.—(ସୁ+ସିକତା) ଚିନି (ହି ଶ) — White sugar