ସୁସିଦ୍ଧ Susiddha
- ସଂ. ବିଣ — ଉତ୍ତମରୂପେ ସିଦ୍ଧ ବା ପକ୍ୱ (ଅନ୍ନାଦି) — Well boiled; well dressed (food)
- ସଂ. ବିଣ — ଉତ୍ତମରୂପେ ସଫଳ (ଉଦ୍ଦେଶ୍ୟ, କର୍ମ) — Well successful (work, aim)
- ସଂ. ବିଣ — (ବିଦ୍ଯା, ତପସ୍ୟା, ଯୋଗ ସାଧନାଦିରେ) ଉତ୍ତମରୂପେ ସିଦ୍ଧିଲାଭ କରିଥିବା (ବ୍ଯକ୍ତି) — Adept; well proficient