ସୁସିଦ୍ଧି Susiddhi

  • ସଂ. ବି — ସାହିତ୍ୟର ଅଳଙ୍କାର ବିଶେଷ — Name of a rhetorical figure
  • ସଂ. ବି — [ଦ୍ର—ଯେଉଁଠାରେ ଜଣେ ମନୁଷ୍ୟର ପରିଶ୍ରମର ଫଳ ଅନ୍ଯ ଲୋକ ଭୋଗ କରେ ସେଠାରେ ଏହି ଅଳଙ୍କାର ହୁଏ—ହି. ଶ।]