ସୁସଂସ୍କୃତ Susaṁskṛuta

  • ସଂ. ବିଣ — ଉତ୍ତମ ରୂପେ ପକ୍ୱ ବା ସିଦ୍ଧ — Well-boiled
  • ସଂ. ବିଣ — ଘୃତାଦି ଦ୍ୱାରା ପ୍ରଯତ୍ନ ସଂସ୍କୃତ (ବ୍ୟଞ୍ଜନାଦି) — Well seasoned and fried (curry)
  • ସଂ. ବିଣ — ଯାହାର ଉତ୍ତମ ରୂପେ ସଂସ୍କାର କରା ଯାଇଅଛି — Throughly repaired