ସୁସାଧ୍ୟ Susādhya

  • ସଂ. ବିଣ (ସୁ+ସାଧ୍. ଧାତୁ+କର୍ମ. ୟ) — ସୁକର; ଅନାୟାସ— ସାଧ୍ୟ; ସହଜରେ ସାଧନୀୟ — Easily accomplishable