ସୁସଂଯତ Susaṁj̄ata

  • ସଂ. ବିଣ (ସୁ+ସମ୍+ଯମ୍ ଧାତୁ+କର୍ମ. ତ) — ଦୃଢ଼ବଦ୍ଧ — Well attached
  • ସଂ. ବିଣ (ସୁ+ସମ୍+ଯମ୍ ଧାତୁ+କର୍ମ. ତ) — ଯଥାବିଧି ନିୟମିତ — Well regulated
  • ସଂ. ବିଣ (ସୁ+ସମ୍+ଯମ୍ ଧାତୁ+କର୍ମ. ତ) — ଯଥାବିଧି ସଂଯମ ବିଶିଷ୍ଟ — Well kept under control; well disciplined