ସଂଶ୍ରବ Saṁṡraba

  • ସଂ. ବି (ସମ୍+ଶ୍ରୁ ଧାତୁ=ଅଙ୍ଗୀକାର, କରିବା, ଗମନ କରିବା, ଶୁଣିବା ଇତ୍ୟାଦି+ଭାବ. ଅ) — ସମ୍ପର୍କ — Connection; relationship
  • ସଂ. ବି (ସମ୍+ଶ୍ରୁ ଧାତୁ=ଅଙ୍ଗୀକାର, କରିବା, ଗମନ କରିବା, ଶୁଣିବା ଇତ୍ୟାଦି+ଭାବ. ଅ) — ସମ୍ବନ୍ଧ — Relation
  • ସଂ. ବି (ସମ୍+ଶ୍ରୁ ଧାତୁ=ଅଙ୍ଗୀକାର, କରିବା, ଗମନ କରିବା, ଶୁଣିବା ଇତ୍ୟାଦି+ଭାବ. ଅ) — ପ୍ରତିଜ୍ଞା — Promise
  • ସଂ. ବି (ସମ୍+ଶ୍ରୁ ଧାତୁ=ଅଙ୍ଗୀକାର, କରିବା, ଗମନ କରିବା, ଶୁଣିବା ଇତ୍ୟାଦି+ଭାବ. ଅ) — ଅଙ୍ଗୀକାର — Agreement; engagement
  • ସଂ. ବି (ସମ୍+ଶ୍ରୁ ଧାତୁ=ଅଙ୍ଗୀକାର, କରିବା, ଗମନ କରିବା, ଶୁଣିବା ଇତ୍ୟାଦି+ଭାବ. ଅ) — ସଙ୍ଗମ; ମିଳନ — Meeting, union
  • ସଂ. ବି (ସମ୍+ଶ୍ରୁ ଧାତୁ=ଅଙ୍ଗୀକାର, କରିବା, ଗମନ କରିବା, ଶୁଣିବା ଇତ୍ୟାଦି+ଭାବ. ଅ) — ମନୋଯୋଗପୂର୍ବକ ଶ୍ରବଣ — Hearing attentively (Apte)