ସଂଶୁଦ୍ଧି Saṁṡuddhi
- ସଂ. ବି (ସମ୍+ଶୁଦ୍ଧି) — ମାର୍ଜନ; ସମ୍ୟକ୍ ଶୋଧନ — Thorough cleansing or scouring; complete purification
- ସଂ. ବି (ସମ୍+ଶୁଦ୍ଧି) — ସମ୍ୟକ୍ ଶୁଦ୍ଧି — Purity; cleanness
- ସଂ. ବି (ସମ୍+ଶୁଦ୍ଧି) — ସ୍ନାନାଦି ଦ୍ୱାରା ଦେହ ମାର୍ଜନ — Cleansing of the body by ablution
- ସଂ. ବି (ସମ୍+ଶୁଦ୍ଧି) — ସଂଶୋଧନ; ସୁଧାର — Correction; rectification
- ସଂ. ବି (ସମ୍+ଶୁଦ୍ଧି) — ଋଣ— ପରିଶୋଧ — Aquittance of debt
- ସଂ. ବି (ସମ୍+ଶୁଦ୍ଧି) — ଅପରାଧରୁ ବା ଅଭିଯୋଗରୁ ମୁକ୍ତିଲାଭ — Acquittance from a charge