ସଂଶ୍ୟାନ Saṁṡyāna

  • ସଂ. ବିଣ — ସଙ୍କୁଚିତ — Contracted; shrunk. (Apte)
  • ସଂ. ବିଣ — ଘନୀଭୂତ — Frozen; congealed (Apte)
  • ସଂ. ବିଣ — ଗୁଡ଼ିଆ ହୋଇଥିବା — Rolled up (Apte)
  • ସଂ. ବିଣ — ମୁଦି ହୋଇ ଯାଇ— ଥିବା — Collapsed (Apte)