ସଂଶ୍ରିତ Saṁṡrita
- ସଂ. ବିଣ. ପୁଂ (ସମ୍+ଶ୍ରି ଧାତୁ+କର୍ତ୍ତୃ. ତ) — ଆଶ୍ରିତ; ଶରଣାପନ୍ନ — Taking shelter under; gone to for refuge (Apte)
- ସଂ. ବିଣ. ପୁଂ (ସମ୍+ଶ୍ରି ଧାତୁ+କର୍ତ୍ତୃ. ତ) — ସଂଯୁକ୍ତ — United; joined; attached (Apte)
- ସଂ. ବିଣ. ପୁଂ (ସମ୍+ଶ୍ରି ଧାତୁ+କର୍ତ୍ତୃ. ତ) — ଆଶ୍ରୟ ପ୍ରାପ୍ତ — Supported; sheltered (Apte)
- ବି — ଆଶ୍ରିତ ବ୍ଯକ୍ତି — A dependent (Apte)
- ବି — ଅନୁଚର — Follower; servant (Apte)