ସଂଶ୍ରଦ୍ଧ Saṁṡraddha

  • ଦେ. ବି — ଅତ୍ୟନ୍ତ ସ୍ନେହ — Excessive love
  • ଦେ. ବି — ଆଦର — Fondness
  • ଦେ. ବି — [ଉ—ମୁଁ ଯେ ସଂଶ୍ରଦ୍ଧରୁ ଧରୁ ପଛୁଁ କି ବିଚାରୁ ଚାରୁକାନ୍ତି ଗଲା ମୋ କୋଡ଼ରୁ ଡରୁ—ଭଞ୍ଜ, ପ୍ରେମସୁଧାନିଧି।]