ସଂଶୋଧନ Saṁṡodhana

  • ସଂ. ବି (ସମ୍+ଶୁଧ୍ ଧାତୁ=ପରିଷ୍କାର କରିବା+ଭାବ. ଅନ) — ପରିଷ୍କରଣ; ପରିମାର୍ଜନ — Cleansing; purifying
  • ସଂ. ବି (ସମ୍+ଶୁଧ୍ ଧାତୁ=ପରିଷ୍କାର କରିବା+ଭାବ. ଅନ) — ଭ୍ରମାଦି ଶୋଧନ; ଭ୍ରାନ୍ତି ଦୂରୀକରଣ — Correcting; rectification
  • ସଂ. ବି (ସମ୍+ଶୁଧ୍ ଧାତୁ=ପରିଷ୍କାର କରିବା+ଭାବ. ଅନ) — ସଂସ୍କାର କରିବା — Reformation