ସଂଶ୍ଳିଷ୍ଟ Saṁṡḻishṭa

  • ସଂ. ବିଣ. (ସମ୍+ଶ୍ଳିଷ୍ ଧାତୁ=ଆଲିଙ୍ଗନ କରିବା+କର୍ମ; ତ) — ଆଲିଙ୍ଗିତ — Embraced clasped; pressed together
  • ସଂ. ବିଣ. (ସମ୍+ଶ୍ଳିଷ୍ ଧାତୁ=ଆଲିଙ୍ଗନ କରିବା+କର୍ମ; ତ) — ମିଳିତ — United with; joined
  • ସଂ. ବିଣ. (ସମ୍+ଶ୍ଳିଷ୍ ଧାତୁ=ଆଲିଙ୍ଗନ କରିବା+କର୍ମ; ତ) — ସଂପୃକ୍ତ; ସଂପର୍କ— ଯୁକ୍ତ — Connected with; related to
  • ସଂ. ବିଣ. (ସମ୍+ଶ୍ଳିଷ୍ ଧାତୁ=ଆଲିଙ୍ଗନ କରିବା+କର୍ମ; ତ) — ନିକଟବର୍ତ୍ତୀ; ସନ୍ନିହିତ — Contiguous; adjacent, adjoining; lying close to
  • ସଂ. ବିଣ. (ସମ୍+ଶ୍ଳିଷ୍ ଧାତୁ=ଆଲିଙ୍ଗନ କରିବା+କର୍ମ; ତ) — (ଅମୁକ ବିଷୟ ବା ଗୁଣ ଦ୍ୱାରା) ଯୁକ୍ତ — Having been furnished with, endowed with (Apte)