ସଂଶ୍ରୁତ Saṁṡruta

  • ସଂ. ବିଣ (ସମ୍+ଶ୍ରୁ ଧାତୁ=ଶ୍ରବଣ କରିବା ଇତ୍ୟାଦି+କର୍ମ. ତ) — ପ୍ରତିଶ୍ରୁତ; ପ୍ରତିଜ୍ଞାତ — Promised; agreed to
  • ସଂ. ବିଣ (ସମ୍+ଶ୍ରୁ ଧାତୁ=ଶ୍ରବଣ କରିବା ଇତ୍ୟାଦି+କର୍ମ. ତ) — ଉତ୍ତମ ରୂପେ ଶ୍ରୁତ — Well-heard (Apte)