ଷଡ଼ଦଶ Shaṟḍ̠adaṡa

  • ଦେ. ବି ଓ ବିଣ (ସଂଖ୍ୟାବାଚକ; ସଂ. ଷଡ଼ଧିକଦଶନ୍; ଷଟ୍ +ଦଶନ୍) — ଷୋଳ; ଷୋଡ଼ଶ — Sixteen
  • ଦେ. ବି ଓ ବିଣ (ସଂଖ୍ୟାବାଚକ; ସଂ. ଷଡ଼ଧିକଦଶନ୍; ଷଟ୍ +ଦଶନ୍) — [ଉ—କଳା ବହଇ ଷଡ଼ଦଶ। ଅନାଦି ପରମ ପୁରୁଷ—ଜଗନ୍ନାଥ. ଭାଗବତ।]