ଷଡ଼ଙ୍ଗୁଳ Shaṟḍ̠aṇguḻa
- ସଂ. ବି (ଷଟ୍+ଅଙ୍ଗୁଳ) — ଛଅ ଆଙ୍ଗୁଳି ପରିମାଣ — Measure of six fingers
- ସଂ. ବିଣ — ଛଅ ଆଙ୍ଗୁଳି ପରିମିତ — Measuring six digits (3 inches)
- ସଂ. ବିଣ — ଛଅ ଆଙ୍ଗୁଠିଆ ବ୍ଯକ୍ତି; ଯେଉଁ ବ୍ଯକ୍ତିର ହାତରେ ବା ଗୋଡ଼ରେ ସାଧାରଣ ପାଞ୍ଚ ଆଙ୍ଗୁଳିରୁ ଅଧିକା ଗୋଟିଏ ଆଙ୍ଗୁଠି ଥାଏ — (a person) Having 6 instead of 5 fingers in each or any of his hands or legs