ଷଡ଼ଧିକ Shaṟḍ̠adhika

  • ସଂ. ବିଣ (ବହୁବ୍ରୀହି; ଛଅ ହୋଇଅଛି ଅଧିକ ଯହିଁରେ) — ଯେଉଁ ସଂଖ୍ୟାରେ ଛଅ ସଂଖ୍ୟା ଅଧିକ ଯୁକ୍ତ ହୋଇଅଛି — (any number) Increased by six
  • ସଂ. ବିଣ (ବହୁବ୍ରୀହି; ଛଅ ହୋଇଅଛି ଅଧିକ ଯହିଁରେ) — (ଯଥା—ଷଡ଼ଧିକ ଦଶନ୍= 16 ।) — (ଯଥା—ଷଡ଼ଧିକ ଦଶନ୍=16)