ଷଡ଼ଦର୍ଶୀ Shaṟḍ̠adarṡī

  • ଦେ. ବିଣ (ସଂ. ଷଡ଼ଦର୍ଶୀ) — ଦର୍ଶନଶାସ୍ତ୍ରଜ୍ଞ — Well versed in philosophy
  • ଦେ. ବିଣ (ସଂ. ଷଡ଼ଦର୍ଶୀ) — [ଉ—ଜଡ଼ ମୁଁ ବୋଲି ନ ଜନ୍ମି ନିର୍ବେଦ। ଷଡ଼ଦର୍ଶୀ ତୁଲେ କଲେ ବିବାଦ—କବିସୂର୍ଯ୍ୟ. କବିତା।]