ଷଡ଼ଭିଜ୍ଞ Shaṟḍ̠abhijn̄a
- ସଂ. ବିଣ. ପୁଂ. (ଷଟ୍=ଛଅଟି ବିଷୟରେ+ଅଭିଜ୍ଞ 7 ମୀ ତତ୍) ଛଅଟି ବିଦ୍ୟାରେ ପାରଦର୍ଶୀ (ବ୍ଯକ୍ତି) — (a person) Versed in the six sciences or superhuman powers
- ସଂ. ବିଣ. ପୁଂ. (ଷଟ୍=ଛଅଟି ବିଷୟରେ+ଅଭିଜ୍ଞ 7 ମୀ ତତ୍) [ଦ୍ର—ଯଥା—ଆତ୍ମଜ୍ଞାନ (ଆପଣାର ସମ୍ବନ୍ଧେ ପ୍ରକୃତ ଜ୍ଞାନ ବା ଆଧ୍ୟାତ୍ମିକ ଜ୍ଞାନ) — Self-knowledge; spiritual knowledge.ଜାତିସ୍ମରତା (ନିଜର ପୂର୍ବଜନ୍ମ ସମ୍ବନ୍ଧେ ସ୍ମରଣାର୍ଥକ ଜ୍ଞାନ)—Knowledge or power of remembering one's past birth.ପରଚିତ୍ତ ଜ୍ଞାନ (ପରର ମନର ଭାବ ଜାଣିବା)— Divining into the minds of others.ଦିବ୍ୟ ଦୃଷ୍ଟି— Spiritual or astral vision.ଦିବ୍ୟ ଶ୍ରୋତ୍ର— Hearing of inaudible things.ବିୟଦ୍ଗତି (ଆକାଶଗତି)—Aerial movement.]
- ସଂ. ବିଣ. ପୁଂ. (ଷଟ୍=ଛଅଟି ବିଷୟରେ+ଅଭିଜ୍ଞ 7 ମୀ ତତ୍) ଧର୍ମ, ଅର୍ଥ, କାମ, ମୋକ୍ଷ, ଲୋକାର୍ଥ ଓ ତତ୍ତ୍ୱାର୍ଥ ଏହି ଛଅଟି ବିଷୟରେ ଅଭିଜ୍ଞ — Versed in the six branches of knowledge desirable in this world
- ସଂ. ବି — ବୁଦ୍ଧଦେବ — The Buddha
- ସଂ. ବି — [ଦ୍ର—ଧର୍ମ, ଅର୍ଥ, କାମ, ମୋକ୍ଷ, ଲୋକାର୍ଥ ଓ ତତ୍ତ୍ୱାର୍ଥ, ଏ ଛଅଟି ବିଷୟରେ ତାଙ୍କର ଅଭିଜ୍ଞତା ଥିବାରୁ ତାଙ୍କର ଏ ନାମ—ବିଶ୍ୱକୋଷ।]