ଷଡ଼ଙ୍ଗୀ Shaṟḍ̠aṇgī

  • ସଂ. ବିଣ. ପୁଂ. (ଷଡ଼ଙ୍ଗ+ଯୁକ୍ତାର୍ଥେ ଇନ୍; 1 ମା. 1 ବ) — ଷଡ଼ଙ୍ଗଯୁକ୍ତ — Having Shaṟḍ̠aṇga; versed in Shar̲ḍ̠aṅga
  • ସଂ. ବି — ବେଦର ଷଡ଼ଙ୍ଗାଧ୍ୟାୟୀ ବ୍ରାହ୍ମଣ — A Brāhmaṇa versed in the six branches of vedic lore
  • ଦେ. ବି — ବ୍ରାହ୍ମଣଙ୍କ ବଂଶୋପାଧି ବିଶେଷ — A family-title of Brāhmaṇas