ଷଡ଼ଯନ୍ତ୍ର Shaṟḍ̠aj̄antra
- ଦେ. ବି — ଚକ୍ରାନ୍ତ — Conspiracy
- ଦେ. ବି — [ଦ୍ର—ତନ୍ତ୍ରୋକ୍ତ ମାରଣ, ବଶୀକରଣ ପ୍ରଭୃତି 6 ଗୋଟି ଆଭିଚାରିକ କର୍ମ ସାଧନରୁ ସମ୍ଭବତଃ ଏହି ଷଡ଼୍ଯନ୍ତ୍ର ଶବ୍ଦର ଉତ୍ପତ୍ତି ହୋଇଅଛି।] — [ଦ୍ର—ତନ୍ତ୍ରୋକ୍ତ ମାରଣ, ବଶୀକରଣ ପ୍ରଭୃତି6ଗୋଟି ଆଭିଚାରିକ କର୍ମ ସାଧନରୁ ସମ୍ଭବତଃ ଏହି ଷଡ଼୍ଯନ୍ତ୍ର ଶବ୍ଦର ଉତ୍ପତ୍ତି ହୋଇଅଛି]