ଷଡ଼ଙ୍ଗଜିତ୍ Shaṟḍ̠aṇgajit

  • ସଂ. ବିଣ (ବହୁବ୍ରୀହି; ଯେ ଶରୀରର ଅଙ୍ଗମାନଙ୍କୁ ବା ବେଦାଙ୍ଗମାନଙ୍କୁ ଜୟ କରିଅଛନ୍ତି) ସଂ. ବି — ବିଷ୍ଣୁ — Bishṇu