ରବି ଦଶା Rabi daṡā

  • ସଂ.ବି [ଜ୍ୟୋତିଷ] — ଉତ୍କଳ ଦେଶ ପ୍ରଚଳିତ କେରଳୀୟ 9 ଗୋଟି ଦଶା ଗଣନା ଅନୁସାରେ ରବିଗ୍ରହଙ୍କ ଭୋଗ; ଜାତକର ଗଣନା ଅନୁସାରେ ମନୁଷ୍ୟର ପରମାୟୁ କାଳରେ ଘଟିବା ରବିଗ୍ରହର ରାଜତ୍ୱକାଳ — ଉତ୍କଳ ଦେଶ ପ୍ରଚଳିତ କେରଳୀୟ9ଗୋଟି ଦଶା ଗଣନା ଅନୁସାରେ ରବିଗ୍ରହଙ୍କ ଭୋଗ; ଜାତକର ଗଣନା ଅନୁସାରେ ମନୁଷ୍ୟର ପରମାୟୁ କାଳରେ ଘଟିବା ରବିଗ୍ରହର ରାଜତ୍ୱକାଳ— (astrology) A period of 6 years which comes in a person's life of 120 years, calculated according to the Keraḻa school of astrology prevalent in Orissa
  • ସଂ.ବି [ଜ୍ୟୋତିଷ] — [ଦ୍ର—"ଈନ ଶଶି କୁଜରାହୁ ଜୀବମନ୍ଦଜ୍ଞ କେତୁ ଭୃଋବା ଇତି ନାବାନାଂ କୃତ୍ତିକାଦି କ୍ରମେଣ" ଏହି ବଚନ ଅନୁସାରେ କୃତ୍ତିକା ନକ୍ଷତ୍ରଠାରୁ ଆରମ୍ଭ କରି 3 ଥର ଆବର୍ତ୍ତନ କରି ଗଣନା କଲେ 27 ନକ୍ଷତ୍ରରେ 9 ଗୋଟି ଦଶା ନିମ୍ନିଲିଖିତ ରୂପେ ଗଣନା କରାଯାଏ। — [ଦ୍ର—"ଈନ ଶଶି କୁଜରାହୁ ଜୀବମନ୍ଦଜ୍ଞ କେତୁ ଭୃଋବା ଇତି ନାବାନାଂ କୃତ୍ତିକାଦି କ୍ରମେଣ" ଏହି ବଚନ ଅନୁସାରେ କୃତ୍ତିକା ନକ୍ଷତ୍ରଠାରୁ ଆରମ୍ଭ କରି3ଥର ଆବର୍ତ୍ତନ କରି ଗଣନା କଲେ27ନକ୍ଷତ୍ରରେ9ଗୋଟି ଦଶା ନିମ୍ନିଲିଖିତ ରୂପେ ଗଣନା କରାଯାଏ
  • ସଂ.ବି [ଜ୍ୟୋତିଷ] — ରବିଦଶା 6 ବର୍ଷ — ରବିଦଶା6ବର୍ଷ
  • ସଂ.ବି [ଜ୍ୟୋତିଷ] — ଚନ୍ଦ୍ର ଦଶା 10 ବର୍ଷ — ଚନ୍ଦ୍ର ଦଶା10ବର୍ଷ
  • ସଂ.ବି [ଜ୍ୟୋତିଷ] — ମଙ୍ଗଳ ଦଶା 7 ବର୍ଷ — ମଙ୍ଗଳ ଦଶା7ବର୍ଷ
  • ସଂ.ବି [ଜ୍ୟୋତିଷ] — ରାହୁ ଦଶା 18 ବର୍ଷ — ରାହୁ ଦଶା18ବର୍ଷ
  • ସଂ.ବି [ଜ୍ୟୋତିଷ] — ବୃହସ୍ପତି ଦଶା 16 ବର୍ଷ — ବୃହସ୍ପତି ଦଶା16ବର୍ଷ
  • ସଂ.ବି [ଜ୍ୟୋତିଷ] — ଶନି ଦଶା 19 ବର୍ଷ — ଶନି ଦଶା19ବର୍ଷ
  • ସଂ.ବି [ଜ୍ୟୋତିଷ] — ବୁଧ ଦଶା 17 ବର୍ଷ — ବୁଧ ଦଶା17ବର୍ଷ
  • ସଂ.ବି [ଜ୍ୟୋତିଷ] — କେତୁ ଦଶା 7 ବର୍ଷ — କେତୁ ଦଶା7ବର୍ଷ
  • ସଂ.ବି [ଜ୍ୟୋତିଷ] — ଶୁକ୍ର ଦଶା 20 ବର୍ଷ — ଶୁକ୍ର ଦଶା20ବର୍ଷ
  • ସଂ.ବି [ଜ୍ୟୋତିଷ] — ମୋଟ 120 ବର୍ଷ — ମୋଟ120ବର୍ଷ