ରବି ବାର Rabibāra

  • ସଂ.ବି — ସପ୍ତାହର ଗୋଟିଏ ବାର — Sunday; one of the seven days of the week
  • ସଂ.ବି — [ଦ୍ର—ଖ୍ରୀଷ୍ଟିୟାନ୍ମାନଙ୍କ ଧର୍ମଶାସ୍ତ୍ର ଅନୁସାରେ ଈଶ୍ୱର ଛଅ ଦିନକାଳ ପୃଥିବୀରେ ସୃଷ୍ଟିକ୍ରିୟାରେ ଲାଗି ରବିବାର ଦିନ ବିଶ୍ରାମ ନେଇଥିଲେ ଓ ଖ୍ରୀଷ୍ଟିୟାନ୍ମାନଙ୍କର ମଧ୍ୟ ଏହା ବିଶ୍ରାମ ବାସର — (Sabbath)ଅଟେ
  • ସଂ.ବି — ହିନ୍ଦୁ ଜ୍ୟୋତିଷ ମତରେ— ରବିବାରରେ ସ୍ତ୍ରୀ ପ୍ରଥମେ ରଜସ୍ୱଳା ହେଲେ ବିଧବା ହୁଏ। ରବିବାରରେ ଜ୍ୱର ଆକ୍ରମଣ କଲେ 7 ଦିନ କଷ୍ଟଭୋଗ କରାଏ। ରବିବାରରେ କେତେକ ଶୁଭକର୍ମ ନିଷିଦ୍ଧ। ରବିବାର ଦିନ ଏକାଦଶୀ ପଡ଼ିଲେ ରବିନାରାୟଣ ବ୍ରତ ହୁଏ।] — ହିନ୍ଦୁ ଜ୍ୟୋତିଷ ମତରେ— ରବିବାରରେ ସ୍ତ୍ରୀ ପ୍ରଥମେ ରଜସ୍ୱଳା ହେଲେ ବିଧବା ହୁଏ ରବିବାରରେ ଜ୍ୱର ଆକ୍ରମଣ କଲେ7ଦିନ କଷ୍ଟଭୋଗ କରାଏ ରବିବାରରେ କେତେକ ଶୁଭକର୍ମ ନିଷିଦ୍ଧ ରବିବାର ଦିନ ଏକାଦଶୀ ପଡ଼ିଲେ ରବିନାରାୟଣ ବ୍ରତ ହୁଏ]