ରବି ଚକ୍ର Rabi chakra
- ସଂ.ବି (ଜ୍ୟୋତିଷ) — ଜାତଚକ୍ର; ଡିମ୍ଭଚକ୍ର; ଜାତକରେ ସୌରଗ୍ରହର ଫଳ ଗଣନାର୍ଥ ମନୁଷ୍ୟାକାରରେ ଚିତ୍ରିତ ଚକ୍ର — An astrological circle drawn in the shape of a human figure from a person's horoscope
- ସଂ.ବି (ଜ୍ୟୋତିଷ) — [ଦ୍ର—ମନୁଷ୍ୟର ଜନ୍ମ କାଳରେ ରବିଗ୍ରହ ଯେଉଁ ନକ୍ଷତ୍ରରେ ଥାଆନ୍ତି ସେହି ନକ୍ଷତ୍ରରୁ ଆରମ୍ଭ କରି ଯଥାକ୍ରମେ 27 ଟି ନକ୍ଷତ୍ରକୁ ଉକ୍ତ ମନୁଷ୍ୟର ଦେହର ଭିନ୍ନ ଭିନ୍ନ ସ୍ଥାନରେ ନିବେଶିତ କରି ମନୁଷ୍ୟ ଜୀବନର ଶୁଭାଶୁଭ ନିର୍ଣ୍ଣୟ କରାଯାଏ। — [ଦ୍ର—ମନୁଷ୍ୟର ଜନ୍ମ କାଳରେ ରବିଗ୍ରହ ଯେଉଁ ନକ୍ଷତ୍ରରେ ଥାଆନ୍ତି ସେହି ନକ୍ଷତ୍ରରୁ ଆରମ୍ଭ କରି ଯଥାକ୍ରମେ27ଟି ନକ୍ଷତ୍ରକୁ ଉକ୍ତ ମନୁଷ୍ୟର ଦେହର ଭିନ୍ନ ଭିନ୍ନ ସ୍ଥାନରେ ନିବେଶିତ କରି ମନୁଷ୍ୟ ଜୀବନର ଶୁଭାଶୁଭ ନିର୍ଣ୍ଣୟ କରାଯାଏ
- ସଂ.ବି (ଜ୍ୟୋତିଷ) — ଜାତକରେ ଜନ୍ମକାଳୀନ ରବିଭୋଗ୍ୟ ନକ୍ଷତ୍ରଠାରୁ ଆରମ୍ଭ କରି ଉକ୍ତ ଚକ୍ରର ନିମ୍ନଲିଖିତ ସ୍ଥାନମାନଙ୍କରେ ନକ୍ଷତ୍ରମାନଙ୍କୁ ଯଥାକ୍ରମେ ନିମ୍ନଲିଖିତ ମତେ ସ୍ଥାପନ କରାଯାଏ ଓ ତଦନୁସାରେ ବ୍ଯକ୍ତିର ଶୁଭାଶୁଭ ସ୍ଥିର କରାଯାଏ। ଯଥା—
- ସଂ.ବି (ଜ୍ୟୋତିଷ) — ମସ୍ତକରେ 3 ଫଳ—ରାଜପୂଜ୍ୟ, ସୁଖୀ — ମସ୍ତକରେ3ଫଳ—ରାଜପୂଜ୍ୟ, ସୁଖୀ
- ସଂ.ବି (ଜ୍ୟୋତିଷ) — ମୁଖରେ 3 —ମିଷ୍ଟାନ୍ନଭୋଜୀ, ବାକ୍ପଟୁ — ମୁଖରେ3—ମିଷ୍ଟାନ୍ନଭୋଜୀ, ବାକ୍ପଟୁ
- ସଂ.ବି (ଜ୍ୟୋତିଷ) — ବାମସ୍କନ୍ଧରେ 1 , ଦକ୍ଷିଣସ୍କନ୍ଧରେ 1 ଧନପତି — ବାମସ୍କନ୍ଧରେ1, ଦକ୍ଷିଣସ୍କନ୍ଧରେ1ଧନପତି
- ସଂ.ବି (ଜ୍ୟୋତିଷ) — ବାମବାହୁ 1 , ଦକ୍ଷିଣବାହୁ 1 ସ୍ଥାନଭ୍ରଷ୍ଟ — ବାମବାହୁ1, ଦକ୍ଷିଣବାହୁ1ସ୍ଥାନଭ୍ରଷ୍ଟ
- ସଂ.ବି (ଜ୍ୟୋତିଷ) — ବାମହସ୍ତ 1 , ଦକ୍ଷିଣହସ୍ତ 1 ଚୋର — ବାମହସ୍ତ1, ଦକ୍ଷିଣହସ୍ତ1ଚୋର
- ସଂ.ବି (ଜ୍ୟୋତିଷ) — ହୃଦୟରେ 5 —ରାଜା, ଧନୀ — ହୃଦୟରେ5—ରାଜା, ଧନୀ
- ସଂ.ବି (ଜ୍ୟୋତିଷ) — ନାଭି 1 —ଅଳ୍ପରେ ସନ୍ତୁଷ୍ଟ — ନାଭି1—ଅଳ୍ପରେ ସନ୍ତୁଷ୍ଟ
- ସଂ.ବି (ଜ୍ୟୋତିଷ) — ଗୁହ୍ୟ 1 —ପରଦାରାନୁରକ୍ତ — ଗୁହ୍ୟ1—ପରଦାରାନୁରକ୍ତ
- ସଂ.ବି (ଜ୍ୟୋତିଷ) — ବାମଜାନୁ 1 , ଦକ୍ଷିଣଜାନୁ 1 ବିଦେଶଗାମୀ — ବାମଜାନୁ1, ଦକ୍ଷିଣଜାନୁ1ବିଦେଶଗାମୀ