ରବି ଖନ୍ଦ Rabi khanda
- ଦେ.ବି. (ଆ; ରବୀ=ବସନ୍ତ କାଳ; ବସନ୍ତକାଳର ଫସଲ, କିମ୍ବା ସଂ. ରବି; କାରଣ. ରବିକିରଣ ସାହାଯ୍ୟରେ ଏ ଫସଲ ହୁଏ) — ଧାନ ଫସଲ ପରେ ଶୀତ ଓ ଖରା ଦିନ ଅର୍ଥାତ୍ ବର୍ଷାଋତୁ ପରେ ହେବା ଫସଲ — Cold Season crops; the cereals
- ଦେ.ବି. (ଆ; ରବୀ=ବସନ୍ତ କାଳ; ବସନ୍ତକାଳର ଫସଲ, କିମ୍ବା ସଂ. ରବି; କାରଣ. ରବିକିରଣ ସାହାଯ୍ୟରେ ଏ ଫସଲ ହୁଏ) — (ଯଥା—ବିରି, ଗହମ, ଯବ, ଚିନା, ମୁଗ, କୋଳଥ, ରାଶି, ବରଗୁଡ଼ି, ହରଡ଼।)