ରବି ପ୍ରିୟ Rabi priya

  • ସଂ.ବି. ( 6 ଷ୍ଠୀ ତତ୍) — ରକ୍ତ କମଳ — The red lotus; Nymphea Rubra
  • ସଂ.ବି. ( 6 ଷ୍ଠୀ ତତ୍) — ତାମ୍ର — Copper
  • ସଂ.ବି. ( 6 ଷ୍ଠୀ ତତ୍) — ମାଣିକ୍ୟ; ପଦ୍ମରାଗ ମଣି — Ruby
  • ସଂ.ବି. ( 6 ଷ୍ଠୀ ତତ୍) — ରକ୍ତକରବୀର — The red oleander; the rosebay flower
  • ସଂ.ବି. ( 6 ଷ୍ଠୀ ତତ୍) — ନାଲି ଅରଖ ଗଛ — The red swallow wort
  • ସଂ.ବି. ( 6 ଷ୍ଠୀ ତତ୍) — ଲକୁଚ; କେଉଟ ଫଳ — Artocarpus Locucha