ରବି ବର୍ମା Rabi bramā
- ଦେ. ବି (ନାମ) — ଦକ୍ଷିଣ ଭାରତର ତ୍ରିବାଙ୍କୁଡ଼ର ପୃଥିବୀ ପ୍ରସିଦ୍ଧ ସ୍ୱର୍ଗୀୟ ଚିତ୍ରକର — Name of a famous Indian painter of the present and last century
- ଦେ. ବି (ନାମ) — [ଦ୍ର—ଜନ୍ମ ଖ୍ରୀ 1848 । ଏହାଙ୍କର 3 ଭାଇ ଓ ଏକ ଭଗିନୀ। ଏମାନେ ସ୍ୱଭାବ-ଶିଳ୍ପୀ। ଏହାଙ୍କର ମାତା ଜଣେ ଯଶସ୍ୱିନୀ କବି ଥିଲେ। ଏ 13 ବର୍ଷରୁ ଚିତ୍ରବିଦ୍ୟାପ୍ରତି ଅନୁରାଗୀ ଥିଲେ। ଏ ତ୍ରିବାଙ୍କୁଡ଼ ମହାରାଜାଙ୍କ ଭଗିନୀପତି। ଏ ଅତି ସୁନ୍ଦର ତୈଳଚିତ୍ରମାନ ଦେବଦେବୀଙ୍କ ଚିତ୍ର ଓ ସଂସ୍କୃତ ନାଟକ ଓ ପୁରୁଣାଦିବର୍ଣ୍ଣିତ ନରନାରୀମାନଙ୍କ ଚିତ୍ର ଅଙ୍କନରେ ପଟୁତା ଦେଖାଇ ଭାରତବର୍ଷରେ, ଲଣ୍ଡନ୍ରେ ଓ ଆମେରିକାରେ ପ୍ରସିଦ୍ଧିଲାଭ କରିଅଛନ୍ତି।] — [ଦ୍ର—ଜନ୍ମ ଖ୍ରୀ1848 ଏହାଙ୍କର3ଭାଇ ଓ ଏକ ଭଗିନୀ ଏମାନେ ସ୍ୱଭାବ-ଶିଳ୍ପୀ ଏହାଙ୍କର ମାତା ଜଣେ ଯଶସ୍ୱିନୀ କବି ଥିଲେ ଏ13ବର୍ଷରୁ ଚିତ୍ରବିଦ୍ୟାପ୍ରତି ଅନୁରାଗୀ ଥିଲେ ଏ ତ୍ରିବାଙ୍କୁଡ଼ ମହାରାଜାଙ୍କ ଭଗିନୀପତି ଏ ଅତି ସୁନ୍ଦର ତୈଳଚିତ୍ରମାନ ଦେବଦେବୀଙ୍କ ଚିତ୍ର ଓ ସଂସ୍କୃତ ନାଟକ ଓ ପୁରୁଣାଦିବର୍ଣ୍ଣିତ ନରନାରୀମାନଙ୍କ ଚିତ୍ର ଅଙ୍କନରେ ପଟୁତା ଦେଖାଇ ଭାରତବର୍ଷରେ, ଲଣ୍ଡନ୍ରେ ଓ ଆମେରିକାରେ ପ୍ରସିଦ୍ଧିଲାଭ କରିଅଛନ୍ତି]