ରବି ପ୍ରତ୍ୟନ୍ତର Rabi pratyantara

  • ସଂ.ବି (ଜ୍ୟୋତିଷ) ରବି ଓ ଅନ୍ଯ ମହାଗ୍ରହମାନଙ୍କ ମହାଦଶାମଧ୍ୟସ୍ଥ ଅନ୍ତର୍ଦ୍ଦଶାମାନଙ୍କରେ ରବିର ପ୍ରତ୍ୟନ୍ତରଦଶାଭୋଗକାଳ — (astrology) The time in which the planet Sun is within Antara daṡā of other planets. [ଦ୍ର—କେରଳୀ ଗଣନାମତେ ମନୁଷ୍ୟର 120 ବର୍ଷ ପରମାୟୁ ମଧ୍ୟରେ 9 ଗ୍ରହଙ୍କ ଦଶାରେ ପ୍ରତ୍ୟେକଙ୍କର 9 ଟି ଲେଖାଏଁ ଅନ୍ତର୍ଦ୍ଦଶା ପଡ଼େ ଓ ଏହି 81 ଟି ଅନ୍ତର୍ଦ୍ଦଶାରୁ ପ୍ରତ୍ୟେକ ଅନ୍ତର୍ଦ୍ଦଶାରେ ପୁଣି 9 ଟି ଗ୍ରହଙ୍କ ପ୍ରତ୍ୟନ୍ତର ଦଶା ପଡ଼େ। ଏହି 729 ପ୍ରତ୍ୟନ୍ତରଦଶା ମଧ୍ୟରୁ ରବିପ୍ରତ୍ୟନ୍ତର ଦଶା 81 ଟି ଓ ଅନ୍ଯ ଗ୍ରହମାନଙ୍କର ପ୍ରତ୍ୟେକଙ୍କର 81 ଟି ଲେଖାଏଁ ପ୍ରତ୍ୟନ୍ତରଦଶା। ଏଥିର ଭିନ୍ନ ଭିନ୍ନ ଫଳ ଅଛି।] — [ଦ୍ର—କେରଳୀ ଗଣନାମତେ ମନୁଷ୍ୟର120ବର୍ଷ ପରମାୟୁ ମଧ୍ୟରେ9ଗ୍ରହଙ୍କ ଦଶାରେ ପ୍ରତ୍ୟେକଙ୍କର9ଟି ଲେଖାଏଁ ଅନ୍ତର୍ଦ୍ଦଶା ପଡ଼େ ଓ ଏହି81ଟି ଅନ୍ତର୍ଦ୍ଦଶାରୁ ପ୍ରତ୍ୟେକ ଅନ୍ତର୍ଦ୍ଦଶାରେ ପୁଣି9ଟି ଗ୍ରହଙ୍କ ପ୍ରତ୍ୟନ୍ତର ଦଶା ପଡ଼େ ଏହି729ପ୍ରତ୍ୟନ୍ତରଦଶା ମଧ୍ୟରୁ ରବିପ୍ରତ୍ୟନ୍ତର ଦଶା81ଟି ଓ ଅନ୍ଯ ଗ୍ରହମାନଙ୍କର ପ୍ରତ୍ୟେକଙ୍କର81ଟି ଲେଖାଏଁ ପ୍ରତ୍ୟନ୍ତରଦଶା ଏଥିର ଭିନ୍ନ ଭିନ୍ନ ଫଳ ଅଛି]