ରବି ଗୋଚର Rabi gochara
- ସଂ.ବି. (ଜ୍ୟୋତିଷ) — ମନୁଷ୍ୟର ଲଗ୍ନଠାରୁ 12 ଘର ପର୍ଯ୍ୟନ୍ତ ରାଶିରେ ରବିଗ୍ରହର ଅବସ୍ଥାନ କରୁଥିବା ଅବସ୍ଥା (ରବି ଗୋଟିଏ ରାଶିରେ 1 ମାସ ଅବସ୍ଥାନ କରନ୍ତି) — ମନୁଷ୍ୟର ଲଗ୍ନଠାରୁ12ଘର ପର୍ଯ୍ୟନ୍ତ ରାଶିରେ ରବିଗ୍ରହର ଅବସ୍ଥାନ କରୁଥିବା ଅବସ୍ଥା (ରବି ଗୋଟିଏ ରାଶିରେ1ମାସ ଅବସ୍ଥାନ କରନ୍ତି)—The state of the sun's position from one's natal sign
- ସଂ.ବି. (ଜ୍ୟୋତିଷ) — [ଦ୍ର—ଏଥିର ଫଳ; 3 ୟ, 6 ଷ୍ଠ, 10 ମ ଓ 11 ଶ ଶୁଭକର; ଅନ୍ଯାନ୍ୟ ଅଶୁଭ। ରବି ଜନ୍ମରାଶିରେ ଥିଲେ ସ୍ଥାନ ନାଶ, 2 ୟରେ ଭୟ, 3 ୟରେ ମଙ୍ଗଳ ବା ଶୁଭ, 4 ର୍ଥରେ ମାନହାନି, 5 ମରେ ଦୀନତା, 6 ଷ୍ଠରେ ଶତ୍ରୁନାଶ, 7 ମରେ ଅର୍ଥହାନି 8 ମରେ ପୀଡ଼ା, 9 ମରେ କାନ୍ତିକ୍ଷୟ, 10 ମରେ କାମବୃଦ୍ଧି, 11 ଶରେ ସମ୍ପତ୍ତି ବୃଦ୍ଧି ଓ 12 ଶରେ ଧନନାଶ ଓ ମହା ବିପଦ ଉପସ୍ଥିତ ହୁଏ। ରବିବାର ଦିନ ମନୁଷ୍ୟର ଜନ୍ମ ନକ୍ଷତ୍ର ପଡ଼ିଲେ ଭ୍ରମଣ ଘଟେ। ରବିଗ୍ରହ ରାଶିପ୍ରବେଶ କାଳରେ ଗୋଚର ଫଳ ଦିଅନ୍ତି।] — [ଦ୍ର—ଏଥିର ଫଳ;3ୟ,6ଷ୍ଠ,10ମ ଓ11ଶ ଶୁଭକର; ଅନ୍ଯାନ୍ୟ ଅଶୁଭ ରବି ଜନ୍ମରାଶିରେ ଥିଲେ ସ୍ଥାନ ନାଶ,2ୟରେ ଭୟ,3ୟରେ ମଙ୍ଗଳ ବା ଶୁଭ,4ର୍ଥରେ ମାନହାନି,5ମରେ ଦୀନତା,6ଷ୍ଠରେ ଶତ୍ରୁନାଶ,7ମରେ ଅର୍ଥହାନି8ମରେ ପୀଡ଼ା,9ମରେ କାନ୍ତିକ୍ଷୟ,10ମରେ କାମବୃଦ୍ଧି,11ଶରେ ସମ୍ପତ୍ତି ବୃଦ୍ଧି ଓ12ଶରେ ଧନନାଶ ଓ ମହା ବିପଦ ଉପସ୍ଥିତ ହୁଏ ରବିବାର ଦିନ ମନୁଷ୍ୟର ଜନ୍ମ ନକ୍ଷତ୍ର ପଡ଼ିଲେ ଭ୍ରମଣ ଘଟେ ରବିଗ୍ରହ ରାଶିପ୍ରବେଶ କାଳରେ ଗୋଚର ଫଳ ଦିଅନ୍ତି]