ମାଚିସ୍ Māchis

  • ବୈଦେ. ବି. (ଇଂ. ମାଚେସ୍=ଦିଆସିଲାଇମାନ) — ଦିଆସିଲାଇ — Match-box
  • ବୈଦେ. ବି. (ଇଂ. ମାଚେସ୍=ଦିଆସିଲାଇମାନ) — ଦିଆସିଲାଇ କାଠି — Matches