ମାଙ୍ଗାନିଜ୍ Māṅgānij

  • ବୈଦେ. ବି (ଇଂ) — ଲୌହ ପରି ଖନିଜଦ୍ରବ୍ଯବିଶେଷ — Manganese
  • ବୈଦେ. ବି (ଇଂ) — [ଦ୍ର—ଏହା ଖନିଜ ଅଟେ। ଏହାର ବର୍ଣ୍ଣ ପାଉଁଶିଆ କଳା। ଏହା ଅତ୍ୟନ୍ତ ଶକ୍ତ ଅଟେ ଓ ସହଜରେ ତରଳେ ନାହିଁ; କିନ୍ତୁ ସହଜରେ ପାଉଁଶ ହୋଇଯାଏ। ଏହା ଇସ୍ପାତକୁ ଶକ୍ତ କରିବାରେ ଓ କାଚ ତିଆରି କରିବାରେ ବ୍ଯବହୃତ ହୁଏ।]