ମାଛ କଣ୍ଟା Māchha kaṅṭā

  • ଦେ. ବି — ମାଛ ମଧ୍ୟରେ ଥିବା ଅସ୍ଥି — , Fish bone
  • ଦେ. ବି — ଏକପ୍ରକାର ସରୁ ଧାନ — A kind of the paddy
  • ଦେ. ବି — ମାଛର ଶାଖା ଯୁକ୍ତ କଣ୍ଟା ପରି ଏକପ୍ରକାର ସିଲାଇ — A kind of sewing in the shape of fish bone