ମାଙ୍ଗୋଷ୍ଟିନ୍ Māṅgoshṭin

  • ବୈଦେ. ବି (ଇଂ) — ବିଲାତ କେନ୍ଦୁ — Mango steen
  • ବୈଦେ. ବି (ଇଂ) — [ଦ୍ର—ଏହାର ପାଚିଲା ଫଳ ସୁସ୍ୱାଦୁ ଅଟେ। ଏହାର ଚୋପା ମୋଟା ଓ ନାଲି ଓ ଏଥିର ଶସ ଧଳା ଅଟେ।]