ମାଛ ଆଖି Māchha ākhi

  • ଦେ. ବି — ମତ୍ସ୍ୟର ଚକ୍ଷୁ — The eye of a fish
  • ଦେ. ବି — ଏହା ମାଛ ଆଖି ପରି ଗୋଲ ଓ ପାଦରେ କଣ୍ଟା ଗଳି ବହୁଦିନ ରହିଗଲେ ଯେଉଁ ଚକ୍ରାକାର ଘାଆ ହୁଏ — Circular patches or sores appearing on the sole due to its being pricked by thorn which is not extrated from it