ମାଚ୍ Māch

  • ବୈଦୈ. ବି (ଇଂ. ମାଚ୍) — ଫୁଟବଲ୍, କ୍ରିକେଟ୍ ଆଦି ଖେଳରେ ଏକାଧିକ ପକ୍ଷଙ୍କ ପ୍ରତିଯୋଗିତା — Match (in the game of cricket, football etc)
  • ବୈଦୈ. ବି (ଇଂ. ମାଚ୍) — ଦିଆସିଲାଇ — , Matches