ମାଛ ଆଖିଆ Māchha ākhiā
- ଦେ. ବି — ତଳିପାରେ ଏକପ୍ରକାର ରୋଗ — A disease; circular sores appearing on the sole of the foot
- ଦେ. ବି — [ଦ୍ର— ଏଥିରେ ତଳିପାରେ ମାଛ ଆଖିପରି ଗୋଲ ଗୋଲ କ୍ଷତ ହୋଇଯାଏ ଓ ତାହା ଦରଜ ହେବାରୁ ମନୁଷ୍ୟ ଗୋଡ଼ ମାଡ଼ି କରି ଚାଲି ପାରେ ନାହିଁ।]
- ଦେ. ବି — ମାଛ ଆଖି 2 (ଦେଖ) — ମାଛ ଆଖି(ଦେଖ)—. Māchha ākhi (See)