ବ୍ୟାପିତ Byāpita

  • ଦେ. ବିଣ. (ପଦ୍ୟ) — ବ୍ୟାପ୍ତ; ପରିପୂରିତ — Filled up
  • ଦେ. ବିଣ. (ପଦ୍ୟ) — (ଉ—ହୃଦରେ ବ୍ୟାପିତ ମହା ଆନନ୍ଦ। ଅଭିମନ୍ୟୁ. ବିଦଗ୍ଧ ଚିନ୍ତାମଣି)
  • ସଂ. ବିଣ. (ବି+ଆପ ଧାତୁ ଣିଜନ୍ତ+ କର୍ମ. ତ) — ଯାହାକୁ ବ୍ୟାପ୍ତ କରି ଦିଆ ଯାଇଅଛି — Caused to be spread or diffused