ବ୍ୟାପାର Byāpāra
- ସଂ. ବି. (ବି+ଆ+ପୃ ଧାତୁ=ପରିଶ୍ରମ କରିବା+ଭାବ. ଅ) — କ୍ରିୟା; କର୍ମ; କାର୍ଯ୍ୟ — Transaction; affair; action
- ସଂ. ବି. (ବି+ଆ+ପୃ ଧାତୁ=ପରିଶ୍ରମ କରିବା+ଭାବ. ଅ) — କାଣ୍ଡ; ଘଟନା — Event
- ସଂ. ବି. (ବି+ଆ+ପୃ ଧାତୁ=ପରିଶ୍ରମ କରିବା+ଭାବ. ଅ) — ବାଣିଜ୍ୟ; ବ୍ଯବସାୟ; ବେପାର — Trade; business; traffic
- ସଂ. ବି. (ବି+ଆ+ପୃ ଧାତୁ=ପରିଶ୍ରମ କରିବା+ଭାବ. ଅ) — ପେଶା; ବୃତ୍ତି; ଜୀବିକା — Occupation; profession
- ସଂ. ବି. (ବି+ଆ+ପୃ ଧାତୁ=ପରିଶ୍ରମ କରିବା+ଭାବ. ଅ) — ପରିଶ୍ରମସାଧ୍ୟ କାର୍ଯ୍ୟ — Act requiring physical labour
- ସଂ. ବି. (ବି+ଆ+ପୃ ଧାତୁ=ପରିଶ୍ରମ କରିବା+ଭାବ. ଅ) — ନିୟୋଗ — Appointment
- ସଂ. ବି. (ବି+ଆ+ପୃ ଧାତୁ=ପରିଶ୍ରମ କରିବା+ଭାବ. ଅ) — ଅଭ୍ୟାସ କରିବା; ଅନୁଶୀଳନ — Application; devotion to a subject; exercise
- ଦେ. ବି — ଦୈନନ୍ଦିନ କର୍ମ; ଆଡ଼ତି — Menial household works
- ଦେ. ବି — (ଉ—ବ୍ରାହ୍ମଣ ଘରେ ସେ ଏକାକୀ, ମୋହର ଜନନୀ ସେବକୀ। ବ୍ୟାପାର କରେ ରାତ୍ର ଦିନେ, ଏମନ୍ତ ବିଧିର ବିଧାନେ। ଜଗନ୍ନାଥ. ଭାଗବତ।)