ବ୍ୟାପାଦ୍ Byāpād
- ସଂ. ବି. (ବି+ଆ+ପଦ୍ ଧାତୁ=ପାଦି ଧାତୁ=ଗମନ କରାଇବା+ଭାବ. କ୍ୱିପ୍) — ବଧ; ବିନାଶ — Destruction; murder
- ସଂ. ବି. (ବି+ଆ+ପଦ୍ ଧାତୁ=ପାଦି ଧାତୁ=ଗମନ କରାଇବା+ଭାବ. କ୍ୱିପ୍) — ପରର ଅନିଷ୍ଟଚିନ୍ତା — Thought for injuring others
- ସଂ. ବି. (ବି+ଆ+ପଦ୍ ଧାତୁ=ପାଦି ଧାତୁ=ଗମନ କରାଇବା+ଭାବ. କ୍ୱିପ୍) — ବ୍ଯାପତ୍ତି (ଦେଖ) — Byāpatti (See)