ବ୍ୟାପାରୀ ByāpārĪ

  • ସଂ. ବିଣ. ପୁଂ. (ବ୍ୟାପର+ଅଛି ଅର୍ଥରେ ଇନ୍; 1 ମା. 1 ବ) — ବ୍ଯବସାୟୀ; ବଣିଜ୍ୟରତ — Engaged in trade
  • ସଂ. ବିଣ. ପୁଂ. (ବ୍ୟାପର+ଅଛି ଅର୍ଥରେ ଇନ୍; 1 ମା. 1 ବ) — [ଦ୍ର—ଏଥିର ଅପଭ୍ରଂଶ ଶବ୍ଦ ବେପାରୀ]
  • ସଂ. ବିଣ. ପୁଂ. (ବ୍ୟାପର+ଅଛି ଅର୍ଥରେ ଇନ୍; 1 ମା. 1 ବ) — କ୍ରିୟାସକ୍ତ; କାର୍ଯ୍ୟାସକ୍ତ — Engrossed or busy in any work
  • ସଂ. ବି. ପୁଂ — ବଣିକ୍; ବେପାରୀ — Trader