ବ୍ୟାପ୍ତି Byāpana

  • ସଂ. ବି. (ବି+ଆପ୍+ଧାତୁ+ଭାବ. ତି) — ବ୍ୟାପନ; ସର୍ବତ୍ରାସ୍ଥାନ — 1b> —1. Overspreading; pervading; diffusion; omnipresence
  • ସଂ. ବି. (ବି+ଆପ୍+ଧାତୁ+ଭାବ. ତି) — ବିସ୍ତୃତି ;ପ୍ରସାର — Extension; extent
  • ସଂ. ବି. (ବି+ଆପ୍+ଧାତୁ+ଭାବ. ତି) — ଐଶ୍ଚର୍ଯ୍ଯ; ବିଭୂତି — Divininty; majesty; glory
  • ସଂ. ବି. (ବି+ଆପ୍+ଧାତୁ+ଭାବ. ତି) — [ଦ୍ର—ଅଷ୍ଟୈଶ୍ୱର୍ଯ୍ଯ ତଳେ ଟୀକା ଦେଖ।]
  • ସଂ. ବି. (ବି+ଆପ୍+ଧାତୁ+ଭାବ. ତି) — ଶିବଙ୍କର ଅଣିମାଦି ବିଭୂତି ମଧ୍ୟରୁ ଏକତମ; ସର୍ବତ୍ରାବସ୍ଥିତି ରୂପେ ଐଶ୍ୱର୍ଯ୍ଯ — Omnipresence of God Ṡiba; universal concomitance of God Ṡiba
  • ସଂ. ବି. (ବି+ଆପ୍+ଧାତୁ+ଭାବ. ତି) — (ଦର୍ଶନ ଶାସ୍ତ୍ର) ବସ୍ତୁର ସହଜ ଧର୍ମ (ଯଥା—ଜଳର ତାରଲ୍ୟ, ଅଗ୍ନିର ତାପ, ସର୍ଷପର ତୈଳପ୍ରଦତ୍ୱ — (Hindu philosophy) An inseparable or inbron attribute of a thing; the adjunct of a matter
  • ସଂ. ବି. (ବି+ଆପ୍+ଧାତୁ+ଭାବ. ତି) — ଲାଭ; ପ୍ରାପ୍ତି — Gain; acquisition
  • ସଂ. ବି. (ବି+ଆପ୍+ଧାତୁ+ଭାବ. ତି) — (ଆଧୁନିକ ଜଡ଼ବିଜ୍ଞାନ) ଜଡ଼ ପଦାର୍ଥର ସ୍ଥାନ ବ୍ୟାପକତା ରୂପ ଗୁଣ — The attribute of matter occupying a space
  • ସଂ. ବି. (ବି+ଆପ୍+ଧାତୁ+ଭାବ. ତି) — ପ୍ରସିଦ୍ଧି — Celebrity
  • ସଂ. ବି. (ବି+ଆପ୍+ଧାତୁ+ଭାବ. ତି) — ବେଷ୍ଟନ; ବେଢ଼ିବା — Enveloping
  • ସଂ. ବି. (ବି+ଆପ୍+ଧାତୁ+ଭାବ. ତି) — ଏକତ୍ରାବସ୍ଥିତି — Concomitance