ବ୍ୟାପୀ ByāpĪ
- ସଂ. ବିଣ. ପୁଂ. (ବି+ଆପ୍ ଧାତୁ+ଶୀଳାର୍ଥେ ଇନ୍; 1 ମା. 1 ବ) — ବ୍ୟାପକ — Spreading; diffusing; pervading
- ସଂ. ବିଣ. ପୁଂ. (ବି+ଆପ୍ ଧାତୁ+ଶୀଳାର୍ଥେ ଇନ୍; 1 ମା. 1 ବ) — ଆବରଣକାରୀ; ଆଚ୍ଛାଦକ — Overspreading; enveloping
- ସଂ. ବିଣ. ପୁଂ. (ବି+ଆପ୍ ଧାତୁ+ଶୀଳାର୍ଥେ ଇନ୍; 1 ମା. 1 ବ) — ଯାହା ଏତେ ସମୟକୁ ବା ସ୍ଥାନକୁ ବ୍ୟାପିଥାଏ ବା ଅଧିକାର କରି ଥାଏ — Spread over a certain space or time
- ବି — ବିଷ୍ଣୁ — Bishṇu