ବ୍ୟାପିବା Byāpibā
- ଦେ. କ୍ରି. (ସଂ. ବି+ଆପ ଧାତୁ) — ଘୋଟିବା — To pervade through
- ଦେ. କ୍ରି. (ସଂ. ବି+ଆପ ଧାତୁ) — ଚାରି ଆଡ଼େ ବିସ୍ତୃତ ହେବା; ଖେଦି ଯିବା — To diffuse; to overspread
- ଦେ. କ୍ରି. (ସଂ. ବି+ଆପ ଧାତୁ) — ସର୍ବତ୍ର ପ୍ରକଟିତ ହେବା — To be published or spread everywhere
- ଦେ. କ୍ରି. (ସଂ. ବି+ଆପ ଧାତୁ) — (ଉ—'ରାଜ୍ୟ ତେଜି ଯିବେ ରାଜା' ଏ ବାର୍ତ୍ତା ନବରେ, ନବରୁ ନବରେ, ତହୁଁ ବ୍ୟାପି ଜନପଦେ। ରାଧାନାଥ. ମହାଯାତ୍ରା।)
- ଦେ. କ୍ରି. (ସଂ. ବି+ଆପ ଧାତୁ) — ଆଚ୍ଛାଦନ କରିବା, ଘୋଡ଼ାଇବା — To surround to envelop
- ଦେ. କ୍ରି. (ସଂ. ବି+ଆପ ଧାତୁ) — ଘଟିବା ନିମନ୍ତେ ନିର୍ଦ୍ଦିଷ୍ଟ ସମୟ ବା କାଳ ଅଧିକାର କରିବା — To occupy a period of time
- ଦେ. କ୍ରି. (ସଂ. ବି+ଆପ ଧାତୁ) — ନିର୍ଦ୍ଦିଷ୍ଟ ସ୍ଥାନ ଅଧିକାର କରିବା — To occupy a place or area