ବ୍ୟାପାଦିତ Byāpādita

  • ସଂ. ବିଣ. (ବି+ଆ+ପଦ. ଧାତୁ ଣିଚ୍=ପାଦି ଧାତୁ+କର୍ମ. ତ) — ନିହତ — Killed; murdered
  • ସଂ. ବିଣ. (ବି+ଆ+ପଦ. ଧାତୁ ଣିଚ୍=ପାଦି ଧାତୁ+କର୍ମ. ତ) — ବିନାଶିତ — Destroyed
  • ସଂ. ବିଣ. (ବି+ଆ+ପଦ. ଧାତୁ ଣିଚ୍=ପାଦି ଧାତୁ+କର୍ମ. ତ) — ଆହତ — Hurt; injured